Sonia Gandhi is in ED Office for National Herald corruption case | ସୋନିଆ ଗାନ୍ଧୀ ହାଜିର ହୋ| THE Quiver

2022-07-21 0

#ସୋନିଆ_ଗାନ୍ଧୀ_ହାଜିର_ହୋ...
#ଇଡି_ଅଫିସରେ_ସୋନିଆ_ଗାନ୍ଧୀ
ମୁଁ ଇନ୍ଦିରା ଗାନ୍ଧୀଙ୍କ ବୋହୁ, କାହାକୁ ଡରେନାହିଁ । ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଅଫିସରେ ଆଜି ହାଜର ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଇଡି ଅଫିସରେ ହାଜର ହେବା ପୂର୍ବରୁ ସୋନିଆ ଗାନ୍ଧୀଙ୍କ ଏହି ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହୁଛନ୍ତି, ମୁଁ ଇନ୍ଦିରା ଗାନ୍ଧୀଙ୍କ ବୋହୁ, କାହାକୁ ବି ଡରେ ନାହିଁ । ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews Indian National Congress #ED #newdelhi Indian National Congress - Odisha Sonia Gandhi #NationalHeraldCase Rahul Gandhi Priyanka Gandhi Vadra

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Free Traffic Exchange